#ସାପ_ଓଗାଳିଲା_କୁକୁଡ଼ା_ଅଣ୍ଡା ।
ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ୱାର୍ଡର ସିଦ୍ଧାର୍ଥ ମଲ୍ଲିକଙ୍କ ଘର କୁକୁଡା ଭାଡିରେ ଏକ ବିଷାକ୍ତ ନାଗ ସାପ ପଶିଥିଲା । ସାପଟି କୁକୁଡା ଭାଡିରେ ଏକ କୁକୁଡାକୁ ମାରି ଦେଇଥିବା ବେଳେ ଅଣ୍ଡା ଗିଳି ଦେଇଥିବାରୁ ଚାଲି ପାରି ନ ଥିଲା ।
#Mayurbhanj #Odisha #snake